ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରୀର ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ମା କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
18 OCT 2023 9:16AM by PIB Bhubaneshwar
ନବରାତ୍ରୀର ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମଙ୍ଗଳ କାମନା କରି ମା’ କୁଷ୍ମାଣ୍ଡାଙ୍କୁ ଆଶୀର୍ବାଦ ଲୋଡ଼ିଛନ୍ତି ।
ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନବରାତ୍ରୀର ଚତୁର୍ଥ ଦିନ ହେଉଛି ମା’ କୁଷ୍ମାଣ୍ଡାଙ୍କ ଉପାସନାର ପବିତ୍ର ଦିନ । ସମସ୍ତ ପରିଜନଙ୍କ କଲ୍ୟାଣ ପାଇଁ ଦେବୀ ମାତାଙ୍କ ନିକଟରେ କାମନା କରୁଛି ।’
SR
(ରିଲିଜ ଆଡି: 1968683)
ପରିଦର୍ଶକ କାଉଣ୍ଟର : 108
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam