ପୋଷ୍ଟ କରାଯିବା ଦିନାଙ୍କ:
16 OCT 2023 9:05AM by PIB Bhubaneswar
ନ୍ୟୁଜିଲାଣ୍ଡର ସାଧାରଣ ନିର୍ବାଚନରେ ଖ୍ରୀଷ୍ଟୋଫର ଲକ୍ସନଙ୍କ ଦଳ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ସାଧାରଣ ନିର୍ବାଚନରେ ଖ୍ରୀଷ୍ଟୋଫର ଲକ୍ସନଙ୍କ ଦଳ ବିଜୟୀ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ମିଳିତ ଭାବେ ଆହୁରି ମଜଭୁତ କରିବା ପାଇଁ ଉତ୍ସୁକ ।’
SR