ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଦେବୀ ଶାଳିଆପୁତ୍ରୀଙ୍କୁ ମଧ୍ୟ ପ୍ରାର୍ଥନା କଲେ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2023 8:44AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ଶୁଭଫଳ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମାଦୁର୍ଗାଙ୍କୁ ପ୍ରାର୍ଥନା କରିଛନ୍ତି

 

ଏଥିସହ ଶ୍ରୀ ମୋଦୀ ନବରାତ୍ରୀର ପ୍ରଥମ ଦିନରେ ମାଶାଳିଆପୁତ୍ରୀଙ୍କୁ ମଧ୍ୟ ଆରଧନା କରିଛନ୍ତି ସେ ନାଗରିକଙ୍କ ଶକ୍ତି ଏବଂ ସମୃଦ୍ଧି ପ୍ରାର୍ଥନା କରିଛନ୍ତି

 

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଦେଶବାସୀଙ୍କୁ ନବରାତ୍ରୀର ଅନେକ ଶୁଭକାମନା ଶକ୍ତି ପ୍ରଦାୟିନୀ ମାଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ-ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଅନ୍ତୁ ଜୟ ମାତା ଦୀ

 

ନବରାତ୍ରୀର ପ୍ରଥମ ଦିନରେ ମାଶାଳିଆପୁତ୍ରୀଙ୍କ ଚରଣରେ କୋଟି କୋଟି ପ୍ରଣାମ ଦେଶବାସୀଙ୍କୁ ଶକ୍ତି ଏବଂ ସମୃଦ୍ଧିର ଆଶୀର୍ବାଦ ଦେବାକୁ ପ୍ରାର୍ଥନା କରିଛି

 

ଆଜିଠାରୁ ଆରମ୍ଭ ହୋଇଥିବା ନବରାତ୍ରୀ ଉତ୍ସବର ହାର୍ଦ୍ଦିକ ଶୁଭକାମନା..’

 

ମାନବଦୁର୍ଗା ଆପଣଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଏବଂ ସ୍ୱାସ୍ଥ୍ୟର ଆଶୀର୍ବାଦ ଦିଅନ୍ତୁ!

 

ବୋଲୋ ଜୟ ମାଅମ୍ବେ..


 

SR


(ରିଲିଜ ଆଡି: 1967979) ପରିଦର୍ଶକ କାଉଣ୍ଟର : 118