ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଲେଖିଥିବା ଏକ ଗରବା ଗୀତ ସେୟାର କଲେ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2023 11:19AM by PIB Bhubaneswar

ନବରାତ୍ରୀ ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ଲେଖିଥିôା ଏକ ଗରବା ଗୀତ ଆଜି ସେୟାର କରିଛନ୍ତି

 

ମିଟ୍ ବ୍ରୋସ୍ ଏବଂ ଦିବ୍ୟ କୁମାର ଏହି ଗରବା ଗୀତରେ ମ୍ୟୁଜିକ୍ ଏବଂ ସ୍ୱର ଦେଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଶୁଭ ନବରାତ୍ରୀ ଅବସରରେ ଗତ ସପ୍ତାହରେ ମୁଁ ଲେଖିଥିବା ଏକ ଗରବା ଗୀତକୁ ସେୟାର କରି ଖୁସି ଅନୁଭବ କରୁଛି ଉତ୍ସବର ଏହି ଗୀତ ସମସ୍ତଙ୍କୁ ଝୁମାଉ

 

ଏହି ଗରବା ଗୀତରେ ସ୍ୱର ଏବଂ ମ୍ୟୁଜିକ ଦେଇଥିବାରୁ ଦିବ୍ୟ କୁମାର ଏବଂ ମିଟ୍ ବ୍ରୋସଙ୍କୁ ଧନ୍ୟବାଦ ।’

 

 

SR


(ରିଲିଜ ଆଡି: 1967977) ପରିଦର୍ଶକ କାଉଣ୍ଟର : 122