ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫ୍ରାନ୍ସର ମହାକାଶଚାରୀଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
15 OCT 2023 5:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ମହାକାଶଚାରୀ ଥୋମାସ ପେସ୍କେଟଙ୍କ ଭାରତ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:
"ବହୁତ ଖୁସି ଯେ ଥୋମାସ ପେସ୍କେଟ ଭାରତକୁ ଆସି ଆମ ଯୁବପିଢ଼ିିଙ୍କ ସ୍ପନ୍ଦନ ଏବଂ ଗତିଶୀଳତାକୁ ବିଶେଷ କରି ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଅନୁଭବ କରିଛନ୍ତି ।"
***
SSP
(ରିଲିଜ ଆଡି: 1967976)
ପରିଦର୍ଶକ କାଉଣ୍ଟର : 144
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam