ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡ ଓ ଗୁଞ୍ଜିଠାରେ ସେନା, ବିଆରଓ ଏବଂ ଆଇଟିବିପିର ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2023 3:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡ ଓ ଗୁଞ୍ଜିଠାରେ ସେନା, ବିଆରଓ ଏବଂ ଆଇଟିବିପିର ଉତ୍ସର୍ଗୀକୃତ ଅଧିକାରୀଙ୍କୁ ଭେଟି କଥା ହୋଇଛନ୍ତି । ସେମାନଙ୍କ ଭାବନା ଏବଂ ସମର୍ପଣ ପୂରା ଦେଶକୁ ପ୍ରେରିତ କରୁଥିବା ଶ୍ରୀ ମୋଦୀ କହିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ପାର୍ବତୀ କୁଣ୍ଡ ଏବଂ ଗୁଞ୍ଜିରେ ମୁଁ ସେନା, ବିଆରଓ ଏବଂ ଆଇଟିବିପିର ସମର୍ପିତ କର୍ମଚାରୀଙ୍କ ସହ କଥା ହେଲି । ଆହ୍ୱାନପୂର୍ଣ୍ଣ ପରିସ୍ଥଇତିରେ ସେମାନଙ୍କ ଅତୁଳନୀୟ ସେବା ବାସ୍ତବରେ ପ୍ରଶଂସନୀୟ । ସେମାନଙ୍କ ଭାବନା ଏବଂ ସମର୍ପଣ ପୂରା ଦେଶକୁ ପ୍ରେରିତ କରିଥାଏ ।’

 

SR


(ରିଲିଜ ଆଡି: 1967281) ପରିଦର୍ଶକ କାଉଣ୍ଟର : 117