ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପୂଜା

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2023 11:52AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ପିଥୋରାଗଡ଼ର ପାର୍ବତୀ କୁଣ୍ଡ ଦର୍ଶନ ସହ ପୂଜା କରିଛନ୍ତି

ଆଦି କୈଳାସଙ୍କ ଦର୍ଶନ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ସେ ଦେଶବାସୀଙ୍କ କଲ୍ୟାଣ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ପବିତ୍ର ପାର୍ବତୀ କୁଣ୍ଡ ଦର୍ଶନ ଏବଂ ପୂଜାରେ ଅଭିଭୂତ ହୋଇଛି ଏଠାରେ ଆଦି କୈଳାସଙ୍କ ଦର୍ଶନରେ ଖୁସି ପ୍ରକୃତିର କୋଳରେ ଥିôବା ଆଧ୍ୟାତ୍ମିକତା ଏବଂ ସଂସ୍କୃତିର ଏହି ସ୍ଥାନରୁ ମୁଁ ନିଜ ଦେଶର ସମସ୍ତ ପରିବାରଜନଙ୍କ ସୁଖମୟ ଜୀବନ କାମନା କରିଛି




SR


(ରିଲିଜ ଆଡି: 1967013) ପରିଦର୍ଶକ କାଉଣ୍ଟର : 124