ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ସରକାର ଷ୍ଟାର୍ଟଅପ୍ ଓ ଘରୋଇ କ୍ଷେତ୍ରକୁ ବିକାଶରେ ଅଂଶୀଦାର ଭାବରେ ଦେଖୁଛନ୍ତି : ପ୍ରଧାନମନ୍ତ୍ରୀ

Posted On: 07 OCT 2023 5:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ତଥ୍ୟକୁ ସ୍ବୀକାର କରିଛନ୍ତି ଯେ ଭାରତ ଅନୁମତି ଓ ରିହାତିର ଦାବୀ କରୁଥିବା ଏକ ଦେଶର ସ୍ଥିତିରୁ ଧୀରେ ଧୀରେ ନିଜର ମାର୍ଗକୁ ଉନ୍ନତ କରି ଏବେ ବିଶ୍ବ ପ୍ରଯୁକ୍ତିର ଇକୋସିଷ୍ଟମରେ ମାଲିକାନା ସମ୍ବନ୍ଧିତ ଅଂଶର  ନିର୍ମାଣ କରୁଛି।  

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :

‘‘ପ୍ରଯୁକ୍ତି ଉଦ୍ୟୋଗୀ ବୃନ୍ଦା କପୁର ଲେଖିଛନ୍ତି ଯେ କିପରି ଭାରତ ସରକାର ଷ୍ଟାର୍ଟଅପ୍ ଓ ଘରୋଇ କ୍ଷେତ୍ରକୁ ବିକାଶର ଅଂଶୀଦାର ଭାବରେ ଦେଖୁଛନ୍ତି … ନିଶ୍ଚିତ ପଢ଼ନ୍ତୁ ’’

 

BS



(Release ID: 1965694) Visitor Counter : 62