ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2023 8:33AM by PIB Bhubaneswar

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଭାରତ ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ!

 

ଏସୀୟ କ୍ରୀଡ଼ାରେ କମ୍ପାଉଣ୍ଡ ତୀରନ୍ଦାଜରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ଅଭିନନ୍ଦନ

 

ତାଙ୍କ ନିଷ୍ଠା ଏବଂ ଦକ୍ଷତା ଦେଶକୁ ଗର୍ବିତ କରିବା ଜାରି ରଖିଛି

 

SR


(ରିଲିଜ ଆଡି: 1965628) ପରିଦର୍ଶକ କାଉଣ୍ଟର : 123