ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷଙ୍କ ଗ୍ରୀକୋ-ରୋମାନ୍ କୁସ୍ତିର 87 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ସୁନିଲ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
04 OCT 2023 7:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମରେ ପୁରୁଷଙ୍କ ଗ୍ରୀକୋ-ରୋମାନ୍ କୁସ୍ତିର 87 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ସୁନିଲ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
‘‘ପୁରୁଷଙ୍କ ଗ୍ରୀକୋ-ରୋମାନ୍ କୁସ୍ତୀର 87 କିଲୋଗ୍ରାମ ଭାର ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ସୁନିଲ୍ କୁମାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ! ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଅଟେ। ତାଙ୍କର ଆଗାମୀ ପ୍ରଚେଷ୍ଟା ପାଇଁ ମୋର ଶୁଭକାମନା।’’
BS
(रिलीज़ आईडी: 1964633)
आगंतुक पटल : 132
इस विज्ञप्ति को इन भाषाओं में पढ़ें:
English
,
Gujarati
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam