ପୋଷ୍ଟ କରାଯିବା ଦିନାଙ୍କ:
03 OCT 2023 10:05PM by PIB Bhubaneswar
ହାଙ୍ଗଜୋରେ ଚାଲିଥିବା ଏସୀୟ କ୍ରୀଡା ୨୦୨୨ ରେ ମହିଳା ଜାଭେଲିନ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ନୁ ରାଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :
“ଆଥଲେଟିକ୍ସରେ ଆଉ ଏକ ସ୍ୱର୍ଣ୍ଣ !
ଏସିଆନ୍ କ୍ରୀଡାରେ ମହିଳା ଜାଭେଲିନ୍ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନ୍ନୁ ରାଣୀଙ୍କ ନିମନ୍ତେ ଅତ୍ୟଧିକ ଗର୍ବିତ ।
ଏହି ସ୍ୱର୍ଣ୍ଣ ପଦକ ଭାରତକୁ ଗର୍ବିତ କରିଛି । ସେ ଉଚ୍ଚ ଆଶା ରଖି ଆମ ସମସ୍ତଙ୍କୁ ପ୍ରେରଣା ଦିଅନ୍ତୁ ! ”
***
SSP