ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡାରେ ପୁରୁଷ ଟ୍ରିପଲ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ କ୍ରୀଡାବିତ ପ୍ରବୀଣ ଚିତ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

प्रविष्टि तिथि: 03 OCT 2023 10:02PM by PIB Bhubaneswar

ଏସୀୟ କ୍ରୀଡାରେ ପୁରୁଷ ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରୀଡାବିତ ପ୍ରବୀଣ ଚିତ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ X ରେ ପୋଷ୍ଟ କରିଛନ୍ତି:

ଆଥଲେଟିକ୍ସରେ ଆଉ ଏକ ଉଲ୍ଲେଖନୀୟ ସଫଳତା !

ପୁରୁଷ ଟ୍ରିପଲ୍ ଜମ୍ପ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ  @PraveenChithra1 ଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ।

ଆଜି ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଆମ ଦେଶ ପାଇଁ ଗୌରବ ଆଣିଛି ।

***

SSP

 


(रिलीज़ आईडी: 1964271) आगंतुक पटल : 144
इस विज्ञप्ति को इन भाषाओं में पढ़ें: Assamese , English , Gujarati , Urdu , Marathi , हिन्दी , Bengali , Manipuri , Punjabi , Tamil , Telugu , Kannada , Malayalam