ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡାରେ ପୁରୁଷ ୮୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ମହମ୍ମଦ ଅଫଜଲ ପୁଲିକଲକାଥଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 03 OCT 2023 9:59PM by PIB Bhubaneshwar

ଏସୀୟ କ୍ରୀଡାରେ ପୁରୁଷ ୮୦୦ ମିଟର ପ୍ରତିଯୋଗିତାରେ ରୌପ୍ୟ  ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ରାକ ଏବଂ ଫିଲ୍ଡ କ୍ରୀଡାବିତ୍ ମହମ୍ମଦ ଅଫଜଲ ପୁଲିକଲକାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

ପୁରୁଷ ୮୦୦ ମିଟର ଏସୀୟ କ୍ରୀଡା ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବାରୁ ମହମ୍ମଦ ଅଫଜଲ ପୁଲିକଲାକାଥଙ୍କୁ ଅଭିନନ୍ଦନ ।

ତାଙ୍କର କଠିନ ପରିଶ୍ରମ ଏବଂ ସ୍ଥିରତା ଫଳପ୍ରଦ ହୋଇଛି । ଏହି ସଫଳତାକୁ ନେଇ ଭାରତ ଆନନ୍ଦିତ ଏବଂ ଉତ୍ସବ ପାଳନ କରୁଛି । ବହୁତ ବଢିଆ !"

***

SSP


(ରିଲିଜ ଆଡି: 1964258) ପରିଦର୍ଶକ କାଉଣ୍ଟର : 151