ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ଟ୍ରାପ୍ ବ୍ୟକ୍ତିଗତ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା କିନାନ ଚେନାଇଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି
ପୋଷ୍ଟ କରାଯିବା ଦିନାଙ୍କ:
01 OCT 2023 8:24PM by PIB Bhubaneshwar
ଏସୀୟ କ୍ରୀଡ଼ାରେ ପୁରୁଷ ଟ୍ରାପ୍ ବ୍ୟକ୍ତିଗତ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା କିନାନ ଚେନାଇଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘କିନାନ ଚେନାଇଙ୍କ ସଫଳତାରେ ଆନନ୍ଦିତ । ସେ ପୁରୁଷ ଟ୍ରାପ୍ ବ୍ୟକ୍ତିଗତ ସୁଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ଉଲ୍ଲେଖନୀୟ ଦକ୍ଷତା ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ସଫଳତା ଆଗାମୀ ଅନେକ ସୁଟରଙ୍କୁ ଉତ୍ସାହିତ କରିବ ।’
SR
(ରିଲିଜ ଆଡି: 1963982)
ପରିଦର୍ଶକ କାଉଣ୍ଟର : 114
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam