ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ କ୍ରୀଡ଼ା ୨୦୨୨ରେ ଲମ୍ବଡିଆଁରେ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ମୂରଲୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

Posted On: 01 OCT 2023 8:38PM by PIB Bhubaneshwar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ଲମ୍ବଡିଆଁରେ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ମୂରଲୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଚମତ୍କାର ଲମ୍ବଡିଆଁ ଖେଳାଳି ଶ୍ରୀଶଙ୍କର ମୂରଲୀଙ୍କୁ ତାଙ୍କ ସଫଳତା ଏବଂ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ସେ ଭବିଷ୍ୟତ ପିଢ଼ି ପାଇଁ ଏକ ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ।’

 

SR



(Release ID: 1963970) Visitor Counter : 59