ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା ରୋଲର ସ୍କେଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
02 OCT 2023 10:54AM by PIB Bhubaneswar
ଏସୀୟ କ୍ରୀଡ଼ାରେ ମହିଳା ସ୍ପିଡ୍ ସ୍କେଟିଂ ୩୦୦୦ ହଜାର ରିଲେରେ ବ୍ରୋଞ୍ଜ ପଦକ ଜିତିଥିବା ରୋଲର ସ୍କେଟର କାର୍ତ୍ତିକା ଜଗଦୀସ୍ୱରନ, ହୀରାଲ ସାଧୁ ଏବଂ ଆରଥୀ କସ୍ତୁରୀ ରାଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ସେମାନଙ୍କ ନିଷ୍ଠା ଏବଂ ଟିମୱର୍କକୁ ସେ ପ୍ରଶଂସା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘କାର୍ତ୍ତିକା ଜଗଦୀସ୍ୱରାନ, ହୀରାଲ ସାଧୁ ଏବଂ ଆରତୀ କସ୍ତୁରୀ ରାଜଙ୍କୁ ଅଭିନନ୍ଦନ । ଆମର ଅତୁଳନୀୟ ମହିଳା ସ୍ପିଡ୍ ସ୍କେଟିଂ ରିଲେ ଦଳ ଏସୀୟ କ୍ରୀଡ଼ାରେ ମହିଳା ସ୍ପିଡ୍ ସ୍କେଟିଂ ୩୦୦୦ ମିଟର ରିଲେରେ ଏକ ଉଲ୍ଲେଖନୀୟ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ସେମାନଙ୍କ ଅଦମ୍ୟ ନିଷ୍ଠା ଏବଂ ଉଲ୍ଲେଖନୀୟ ଟିମୱର୍କ ଅନେକଙ୍କ ପାଇଁ ପ୍ରେରଣା ।’
SR
(रिलीज़ आईडी: 1963512)
आगंतुक पटल : 133
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam