ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଈଶା ସିଂଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି
प्रविष्टि तिथि:
29 SEP 2023 2:14PM by PIB Bhubaneswar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିିତିଥିବା ଈଶା ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘୧୦ ମିଟର ଏୟାର ପିସ୍ତଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଈଶା ସିଂଙ୍କ ପାଇଁ ଗର୍ବିତ! ଏସୀୟ କ୍ରୀଡ଼ାରେ ତାଙ୍କ ସଫଳତା, ପ୍ରତିବଦ୍ଧତା, ଲକ୍ଷ୍ୟ, ପ୍ରଶିକ୍ଷଣ ଏବଂ ଅଦମ୍ୟ ନିଷ୍ଠା ଯୋଗୁ ସେ ସଫଳ ହୋଇପାରିଛନ୍ତି ।’
SR
(रिलीज़ आईडी: 1962312)
आगंतुक पटल : 86
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam