ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରୋଞ୍ଜ ମେଡାଲ ଜିତିଥିବା ପୁରୁଷ ସୁଟିଂ ଟିମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
27 SEP 2023 10:39PM by PIB Bhubaneswar
ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଗୁରଜୋତ ସିଂ ଖଙ୍ଗୁରା, ଅନନ୍ତଜିତ ସଂ ନରୁକା, ଅଙ୍ଗଦ ବୀର ସିଂ ବାଜୱାଙ୍କ ପୁରୁଷ ସୁଟିଂ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଗୁରଜୋତ ସିଂ ଖଙ୍ଗୁରା, ଅନନ୍ତଜିତ ସଂ ନରୁକା, ଅଙ୍ଗଦ ବୀର ସିଂ ବାଜୱାଙ୍କ ପୁରୁଷ ସୁଟିଂ ଟିମକୁ ଅଭିନନ୍ଦନ । ଏହି ଉପଲବ୍ଧି ଆମ ଆଥଲେଟମାନଙ୍କ ମଧ୍ୟରେ ଉତ୍କର୍ଷର ଭାବନାକୁ ମଜବୁତ କରିଥାଏ ।’
SR
(ରିଲିଜ ଆଡି: 1961982)
ପରିଦର୍ଶକ କାଉଣ୍ଟର : 146
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam