ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୫ ମିଟର ପିସ୍ତଲ ମହିଳା ସୁଟିଂରେ ରୌପ୍ୟ ପଦକ ବିଜୟିନୀ ଇଶା ସିଂଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି
प्रविष्टि तिथि:
27 SEP 2023 8:46PM by PIB Bhubaneswar
ଏସୀୟ କ୍ରୀଡ଼ାରେ ୨୫ ମିଟର ପିସ୍ତଲ ମହିଳା ସୁଟିଂରେ ରୌପ୍ୟ ପଦକ ବିଜୟିନୀ ଇଶା ସିଂଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଇଶା ସିଂଙ୍କ ଚମତ୍କାର ରୌପ୍ୟ ହାସଲ!
୨୫ ମିଟର ପିସ୍ତଲ ମହିଳା ସୁଟିଂରେ ରୌପ୍ୟ ପଦକ ଜିତିଥିବାରୁ ଇଶା ସିଂଙ୍କ ପାଇଁ ଗର୍ବିତ । ତାଙ୍କ ଅତୁଳନୀୟ ପ୍ରତିଭା, କଠିନ ପରିଶ୍ରମ ଏବଂ ନିଷ୍ଠା ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି । ତାଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ଶୁଭକାମନା ।’
SR
(रिलीज़ आईडी: 1961977)
आगंतुक पटल : 133
इस विज्ञप्ति को इन भाषाओं में पढ़ें:
Tamil
,
Telugu
,
Malayalam
,
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Kannada