ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ସାଣ୍ଡା ୬୦ କେଜି ବର୍ଗର ୱୁଶୁରେ ରୌପ୍ୟ ପଦକ ଜିତିଥିôବା ରୋଶିବିନା ଦେବୀ ନାଓରେମଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2023 11:03AM by PIB Bhubaneswar

ଏସୀୟ କ୍ରୀଡ଼ାରେ ମହିଳା ସାଣ୍ଡା ୬୦ କେଜି ବର୍ଗର ୱୁଶୁରେ ରୌପ୍ୟ ପଦକ ଜିତିଥିôବା ରୋଶିବିନା ଦେବୀ ନାଓରେମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଆମର ନିଷ୍ଠାବାନ୍ ତଥା ପ୍ରତିଭାଶାଳୀ ରୋଶିବିନା ଦେବୀ ନାଓରେମ ମହିଳା ସାଣ୍ଡା ୬୦ କେଜି ବର୍ଗର ୱୁଶୁରେ ରୌପ୍ୟ ପଦକ ଜିତିଛନ୍ତି ସେ ଅସାଧାରଣ ପ୍ରତିଭା ଏବଂ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି ତାଙ୍କ ନିଷ୍ଠା ଏବଂ ସଂକଳ୍ପ ପ୍ରଶଂସନୀୟ ତାଙ୍କୁ ଅଭିନନ୍ଦନ ।’

 

SR


(ରିଲିଜ ଆଡି: 1961744) ପରିଦର୍ଶକ କାଉଣ୍ଟର : 109