ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମନେପକାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2023 9:39AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ ‘ଏକ୍ସ’ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଲତା ଦିଦିଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସ୍ମରଣ କରୁଛି । ଭାରତୀୟ ସଙ୍ଗୀତରେ ଦଶନ୍ଧି ଦଶନ୍ଧି ଧରି ତାଙ୍କର ଯୋଗଦାନ ରହିଥିଲା, ଯାହା କି ଏକ ଅଲିଭା ଛାପ ଛାଡ଼ିଯାଇଛି । ହୃଦୟକୁ ସ୍ପର୍ଶ କରୁଥିବା ତାଙ୍କର ସମସ୍ତ କୃତି ଗଭୀର ଛାପ ଛାଡ଼ିଛି । ଆମ ସଂସ୍କୃତିରେ ସର୍ବଦା ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ ।’’
SR
(ରିଲିଜ ଆଡି: 1961741)
ପରିଦର୍ଶକ କାଉଣ୍ଟର : 126
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam