ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଏସିଆନ ଗେମ୍ସରେ କାଂସ୍ୟ ଜିତିଥିବା ୧୦ମିଟର ଏୟାର ପିସ୍ତଲ ପୁରୁଷ ଟିମକୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2023 2:47PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ ଦ୍ୱାରା ସଠିକ ଲକ୍ଷ୍ୟ ଲଗାଇବା ଏବଂ ଟିମ ଭାବନାର ପ୍ରଶଂସା କରିଛନ୍ତି ଯାହା କି ଏସିଆନ ଗେମ୍ସ ୨୦୨୨ରେ କାଂସ୍ୟ ପଦକ ବିଜୟୀ ହୋଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ସଂକଳ୍ପ ଏବଂ କଠୋର ପରିଶ୍ରମ ଦ୍ୱାରା ପଦକ ଜିତିବା ପାଇଁ ଅନୀଶ ଭାନୱାଲା, ବିଜୟବୀର ସିଦ୍ଧୁ ଏବଂ ଆଦର୍ଶ ସିଂହଙ୍କୁ ପ୍ରଶଂସା କରିଛନ୍ତି

SR


(ରିଲିଜ ଆଡି: 1960870) ପରିଦର୍ଶକ କାଉଣ୍ଟର : 101