ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ରୋଇଂ ମେନ୍ସ କ୍ୱାଡ୍ରପଲ ସ୍କଲ୍ସରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ଦଳ ପାଇଁ ଖୁସି ମନାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2023 2:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ବ୍ରୋଞ୍ଜ ପଦକ ଜିତିଥିôବା ସନାତନ ସିଂ, ପରମିନ୍ଦର ସିଂ, ସୁଖମୀତ ଏବଂ ଜକାର ଖାନଙ୍କ ରୋଇଂ ପୁରୁଷ କ୍ୱାଡ୍ରପଲ ସ୍କଲ୍ସ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଏସୀୟ କ୍ରୀଡ଼ାର ଏହି ସଂସ୍କରଣରେ ରୋଇଂରେ ଭାରତ ପାଇଁ ଏହା ୫ମ ପଦକ

 

ସେମାନଙ୍କ ଶକ୍ତି ଏବଂ ନିଷ୍ଠାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ସଫଳତା ଦେଶକୁ ଗର୍ବିତ କରିଛି  

 

SR


(ରିଲିଜ ଆଡି: 1960747) ପରିଦର୍ଶକ କାଉଣ୍ଟର : 116