ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଲେଖିକା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶ୍ରୀମତୀ ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2023 9:24AM by PIB Bhubaneswar

ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ବିଶିଷ୍ଟ ଲେଖିକା ଶ୍ରୀମତୀ ଗୀତା ମେହଟ୍ଟାଙ୍କ ପରଲୋକରେ ମୁଁ ଦୁଃଖିତ ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଏବଂ ଲେଖା ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ପାଇଁ ମଧ୍ୟ ସେ ଜଣାଶୁଣା ସେ ପ୍ରକୃତି ଜଳ ସଂରକ୍ଷଣ ପ୍ରତି ମଧ୍ୟ ବେଶ୍ ଆଗଭର ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସମଗ୍ର ପରିବାର ପ୍ରତି ମୋର ସମବେଦନା ।’

SR


(ରିଲିଜ ଆଡି: 1958123) ପରିଦର୍ଶକ କାଉଣ୍ଟର : 168