ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶିକ୍ଷକ ଦିବସରେ ଶିକ୍ଷାବିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା

ପୋଷ୍ଟ କରାଯିବା ଦିନାଙ୍କ: 06 SEP 2023 10:37AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କ ପ୍ରଶଂସା କରିଛନ୍ତି ଯେଉଁମାନେ ସ୍ୱପ୍ନକୁ ପ୍ରେରଣା ଦେବା ସହ ଜିଜ୍ଞାସାକୁ ଉତ୍ସାହିତ କରି ଭବିଷ୍ୟତ ଗଠନ କରନ୍ତି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଶିକ୍ଷକ ଦିବସରେ ଆମେ ସମସ୍ତ ଶିକ୍ଷାବିତଙ୍କୁ ପ୍ରଶଂସା କରୁଛୁ ଯେଉଁମାନେ ସ୍ୱପ୍ନକୁ ପ୍ରେରଣା ଦେଇ ଭବିଷ୍ୟତ ଗଠନ ଏବଂ ଜିଜ୍ଞାସା ଉଦୟ କରିଥାନ୍ତି

କାଲି ଶିକ୍ଷକମାନଙ୍କ ସହ କଥାବାର୍ତ୍ତାର ଆଉ କିଛି ପ୍ରମୁଖ ଅଂଶ

SR


(ରିଲିଜ ଆଡି: 1955039) ପରିଦର୍ଶକ କାଉଣ୍ଟର : 123