ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୩ ଅଗଷ୍ଟରେ ୟୁପିଆଇ ଦେଣନେଣ ୧୦ ବିଲିୟନ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କଲେ

प्रविष्टि तिथि: 01 SEP 2023 3:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟରେ ୟୁପିଆଇ ଦେଣନେଣ ୧୦ ବିଲିୟନ ଅତିକ୍ରମ କରିଥିବାରୁ ଆଜି ଏଥିପାଇଁ ପ୍ରଶଂସା କରିଛନ୍ତି ।

ଏନପିସିଆଇର ଏକ ପୋଷ୍ଟରେ ନିଜ ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି;

‘‘ଏହା ଏକ ଚମକ୍ରାର ଖବର! ଏହା ଭାରତର ଜନତାଙ୍କ ଦ୍ୱାରା ଡିଜିଟାଲ ପ୍ରଗତିକୁ ଆପଣାଇବାର ପ୍ରମାଣ ଏବଂ ସେମାନଙ୍କ କୌଶଳ ପ୍ରତି ସମ୍ମାନ । ଆଗାମୀ ସମୟରେ ମଧ୍ୟ ଏହି ଧାରା ଜାରି ରହିବା ନେଇ ଆଶା ।’’

 

SR


(रिलीज़ आईडी: 1954270) आगंतुक पटल : 182
इस विज्ञप्ति को इन भाषाओं में पढ़ें: Bengali , Assamese , Khasi , English , Urdu , Marathi , हिन्दी , Manipuri , Punjabi , Gujarati , Tamil , Telugu , Kannada , Malayalam