ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅନ୍ୟ ଏକ ମାଇଲଖୁଣ୍ଟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ଏବଂ ଇଞ୍ଜିନିୟର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
31 AUG 2023 9:45PM by PIB Bhubaneshwar
ଅନ୍ୟ ଏକ ମାଇଲଖୁଣ୍ଟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକ ଏବଂ ଇଞ୍ଜିନିୟର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗୁଜରାଟର ପ୍ରଥମ ବୃହତ୍ତମ ସ୍ୱଦେଶୀ ୭୦୦ ମେଗାୱାଟ କାକ୍ରାପର ଆଣବିକ ଶକ୍ତି ଉତ୍ପାଦନ ୟୁନିଟ୍ - ୩ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କଲା ।
ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ।
ଗୁଜରାଟର ପ୍ରଥମ ବୃହତ୍ତମ ସ୍ୱଦେଶୀ ୭୦୦ ମେଗାୱାଟ କାକ୍ରାପର ଆଣବିକ ଶକ୍ତି ଉତ୍ପାଦନ ୟୁନିଟ୍ -୩ ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ ଆରମ୍ଭ କରିଛି ।
ଆମର ବୈଜ୍ଞାନିକ ଏବଂ ଇଞ୍ଜିନିୟର ମାନଙ୍କୁ ଅଭିନନ୍ଦନ । ”
***
SSP
(ରିଲିଜ ଆଡି: 1954083)
ପରିଦର୍ଶକ କାଉଣ୍ଟର : 168
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam