ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ପାଇଁ ପ୍ରଣୟ ଏଚ.ଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 27 AUG 2023 3:33PM by PIB Bhubaneshwar

ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ-୨୦୨୩ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଣୟ ଏଚ.ଏସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ୍‌-୨୦୨୩ରେ ପ୍ରଣୟ ଏଚ.ଏସଙ୍କ ଚମତ୍କାର ସଫଳତା! ବ୍ରୋଞ୍ଜ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ

ତାଙ୍କ ଦକ୍ଷତା ଏବଂ ପରିଶ୍ରମ ସମଗ୍ର ଟୁର୍ନାମେଣ୍ଟରେ ଚମକିଥିଲା ସମସ୍ତ ବ୍ୟାଡମିଣ୍ଟନ ପ୍ରେମୀଙ୍କ ପାଇଁ ସେ ପ୍ରକୃତ ପ୍ରେରଣା

SR



(Release ID: 1952868) Visitor Counter : 84