ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିକ୍ସ ନେତାଙ୍କ ରିଟ୍ରିଟ୍ ବୈଠକରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 AUG 2023 11:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୨ରେ ଜୋହାନ୍ସବର୍ଗର ସମର ପ୍ଲେସରେ ବ୍ରିକ୍ସ ନେତାଙ୍କ ରିଟ୍ରିଟ୍ ବୈଠକରେ ଭାଗ ନେଇଛନ୍ତି

ସମର ପ୍ଲେସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ତଥା ୧୫ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷ ଶ୍ରୀ ସିରିଲ ରାମାଫୋସା ସ୍ୱାଗତ କରିଥିଲେ

ରିଟ୍ରିଟ୍ ରୁଦ୍ଧ ବୈଠକରେ ବୈଶ୍ୱିକ ବିକାଶ ଏବଂ ବୈଶ୍ୱିକ ଆହ୍ୱାନର ସମାଧାନ ଖୋଜିବାରେ ବ୍ରିକ୍ସ ମଞ୍ଚର ଲାଭ ଉଠାଇବାର ବିଭିନ୍ନ ଉପାୟ ଉପରେ ଚର୍ଚ୍ଚା କରିବା ଲାଗି ଲିଡରମାନଙ୍କ ପାଇଁ ଏକ ସୁଯୋଗ ଥିଲା

SR


(ରିଲିଜ ଆଡି: 1951393) ପରିଦର୍ଶକ କାଉଣ୍ଟର : 103