ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା କୁସ୍ତି ଯୋଦ୍ଧା ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 19 AUG 2023 6:48PM by PIB Bhubaneshwar

୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାରତୀୟ ମହିଳା କୁସ୍ତି ଯୋଦ୍ଧାଙ୍କ ପାଇଁ ଏକ ସ୍ମରଣୀୟ ବିଜୟ! ଆମ ଟିମ୍ ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ହାସଲ କରି ୭ ପଦକ ସହ ଏକ ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି । ସ୍ମରଣୀୟ ପ୍ରଦର୍ଶନ ସହ ଏହି ଟାଇଟଲ ଦୁଇଥର ବଜାୟ ରଖିବାରେ ଅନ୍ତିମ ପ୍ରଥମ ହୋଇପାରିଛନ୍ତି । ଏହି ଗୌରବମୟ ବିଜୟ ଆମ ଉଦୀୟମାନ କୁସ୍ତିଯୋଦ୍ଧାଙ୍କ ଅଦମ୍ୟ ପ୍ରତିବଦ୍ଧା, ନିଷ୍ଠା ଏବଂ ଅତୁଳନୀୟ ପ୍ରତିଭାର ପ୍ରତୀକ ହୋଇଛି’ ।  

 

SR


(रिलीज़ आईडी: 1950547) आगंतुक पटल : 148
इस विज्ञप्ति को इन भाषाओं में पढ़ें: Marathi , Tamil , Tamil , Kannada , Assamese , English , Urdu , हिन्दी , Bengali , Manipuri , Punjabi , Gujarati , Telugu , Malayalam