ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ହସ୍ତୀ ଦିବସ ଅବସରରେ ହାତୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2023 9:44PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବିଶ୍ବ ହସ୍ତୀ ଦିବସ ଅବସରରେ ହାତୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଟ୍ବିଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି :

‘‘ବିଶ୍ବ ହସ୍ତୀ ଦିବସ ଅବସରରେ, ଆମେ ହାତୀର ସୁରକ୍ଷା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଉଛୁ, ଯାହାକି ଭାରତର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସହିତ ବହୁତ ନିକଟରୁ ସାମିଲ୍ ରହିଛି। ମୁଁ ଏହି ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରୁଛି। ମୁଦୁମୁଲାଇ ଟାଇଗର ରିଜର୍ଭକୁ ମୋର ଯାତ୍ରାର କିଛି ଝଲକ ଏଠାରେ ପ୍ରଦାନ କରୁଛି।’’

 

BS


(ରିଲିଜ ଆଡି: 1950289) ପରିଦର୍ଶକ କାଉଣ୍ଟର : 147