ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତୀୟ ପୁରୁଷ ହକି ଟିମଙ୍କ ବିଜୟ ଉପରେ ପ୍ରସନ୍ନତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
प्रविष्टि तिथि:
12 AUG 2023 11:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପୁରୁଷ ହକି ଟିମକୁ ଚତୁର୍ଥ ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ଏକ ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
‘‘ଏସିଆଇ ଚାମ୍ପିୟନସିପରେ ଆକର୍ଷଣୀୟ ବିଜୟ ପାଇଁ ଆମର ପୁରୁଷ ହକି ଟିମକୁ ଅଭିନନ୍ଦନ! ଏହା ଭାରତର ଚତୁର୍ଥ ବିଜୟ ଅଟେ ଏବଂ ଏହା ଆମର ଖେଳାଳିଙ୍କ ସମ୍ପୂର୍ଣ୍ଣ ସମର୍ପଣ, କଠୋର ପ୍ରଶିକ୍ଷଣ ଏବଂ ଦୃଢ଼ ସଙ୍କଳ୍ପକୁ ଦର୍ଶାଉଛି। ତାଙ୍କର ଏହି ଅସାଧାରଣ ପ୍ରଦର୍ଶନ ସମଗ୍ର ଦେଶରେ ଅପାର ଗୌରବକୁ ପ୍ରଜ୍ଜ୍ବଳିତ କରିଛି। ଆମର ଖେଳାଳୀମାନଙ୍କୁ ତାଙ୍କର ଭବିଷ୍ୟତର ପ୍ରଚେଷ୍ଟା ପାଇଁ ଶୁଭକାମନା।’’
BS
(रिलीज़ आईडी: 1950288)
आगंतुक पटल : 150
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam