ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ତେଲୁଗୁ, ସଂସ୍କୃତର ବିଦ୍ବାନ ଶ୍ରୀ କାଣ୍ଡଲାକୁନ୍ତା ଆଲାହା ସିଙ୍ଗାରାଚରୟୁଲୁଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି
Posted On:
14 AUG 2023 9:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲୁଗୁ, ସଂସ୍କୃତ ବିଦ୍ବାନ ଶ୍ରୀ କାଣ୍ଡଲାକୁନ୍ତା ଆଲାହା ସିଙ୍ଗାରାଚରୟୁଲୁଙ୍କ ମୃତ୍ୟୁରେ ଗଭୀର ଦୁଃଖପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟ କରି କହିଛନ୍ତି :
‘‘ଶ୍ରୀ କାଣ୍ଡଲାକୁନ୍ତା ଆଲାହା ସିଙ୍ଗାରାଚରୟୁଲୁ ଗୁରୁଙ୍କ ମୃତ୍ୟୁରେ ଦୁଃଖ ହୋଇଛି। ସଂସ୍କୃତ ଓ ତେଲୁଗୁ ପ୍ରତି ତାଙ୍କର ଗଭୀର ଆଗ୍ରହ ତାଙ୍କର କାର୍ଯ୍ୟରେ ଦେଖା ଯାଇଥାଏ। ତାଙ୍କର ଜ୍ଞାନ ଓ ବୁଦ୍ଧିମତା ପାଇଁ ତାଙ୍କର ବହୁତ ସମ୍ମାନ କରାଯାଇଥାଏ। ମୋର ସମବେଦନା ତାଙ୍କର ପରିବାର ଓ ଶୁଭଚିନ୍ତକଙ୍କ ସହିତ ରହିଛି। ଓଁ ଶାନ୍ତି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।’’
BS
(Release ID: 1950284)
Visitor Counter : 96
Read this release in:
Kannada
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam