ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ନବରୋଜ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 16 AUG 2023 2:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାର୍ସୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ର ଏକ ଟୁଇଟରେ କହିଛନ୍ତି:

ନବରୋଜର ଶୁଭେଚ୍ଛା!

ପାର୍ସୀ ନବବର୍ଷର ବିଶେଷ ଅବସରରେ ଶୁଭକାମନା ଭାରତ ପାର୍ସୀ ସମୁଦାୟଙ୍କ ସଂସ୍କୃତି ଏବଂ ପରମ୍ପରା ଉପରେ ବେଶ ଗର୍ବ କରିଥାଏ ଏହି ସମୁଦାୟ ଆମ ରାଷ୍ଟ୍ରୀୟ ପ୍ରଗତିକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଛନ୍ତି ମୁଁ ଖୁସି, ସୁଖ, ସମୃଦ୍ଧି ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭରା ନବବର୍ଷର କାମନା କରୁଛି

SR


(रिलीज़ आईडी: 1949643) आगंतुक पटल : 143
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada