ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଶୁରା ଅବସରରେ ପ୍ରଧାନମନ୍ତ୍ରୀ ହଜରତ ଇମାମ୍ ହୁସେନ୍ (ଏଏସ୍‌)ଙ୍କ ବଳିଦାନକୁ ସ୍ମରଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 29 JUL 2023 9:57AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶୁରା ଅବସରରେ ହଜରତ୍ ଇମାମ୍ ହୁସେନ୍ (ଏଏସ୍‌)ଙ୍କ ବଳିଦାନକୁ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଆମେ ହଜରତ୍ ଇମାମ୍ ହୁସେନ୍ (ଏଏସ୍‌)ଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ମନେ ପକାଉଛୁ । ନ୍ୟାୟ ଏବଂ ମାନବୀୟ ଗରିମାର ଆଦର୍ଶ ଲାଗି ତାଙ୍କ ସାହସ ଏବଂ ପ୍ରତିବଦ୍ଧତା ଉଲ୍ଲେଖନୀୟ ।’

SR


(ରିଲିଜ ଆଡି: 1943929) ପରିଦର୍ଶକ କାଉଣ୍ଟର : 167