ପୋଷ୍ଟ କରାଯିବା ଦିନାଙ୍କ:
28 JUL 2023 5:55PM by PIB Bhubaneswar
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି:
‘ଫକ୍ସକନ୍ ଅଧ୍ୟକ୍ଷ ୟୋଙ୍ଗ୍ ଲିୟୁ ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତରେ ସେମିକଣ୍ଡକ୍ଟର ଏବଂ ଚିପ୍ ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଫକ୍ସକନର ଯୋଜନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।’
SR