ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ପିଏମଓର ଟୁଇଟ୍‌

प्रविष्टि तिथि: 27 JUL 2023 2:55PM by PIB Bhubaneshwar

ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକର ଗସ୍ତରେ ଆସିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି:

ଶ୍ରୀ ଅଶୋକ ଗେହଲଟ୍ ଜୀ,

ପ୍ରୋଟୋକଲ ଅନୁଯାୟୀ ଆପଣଙ୍କୁ ଉପଯୁକ୍ତ ଭାବେ ନିମନ୍ତ୍ରଣ କରାଯାଇଛି ଏବଂ ଆପଣଙ୍କ ଭାଷଣ ମଧ୍ୟ ନିର୍ଦ୍ଧାରିତ ହୋଇଛି କିନ୍ତୁ ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆପଣ ସାମିଲ ହୋଇପାରିବେ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଆପଣଙ୍କୁ ସର୍ବଦା ନିମନ୍ତ୍ରଣ କରାଯାଇଛି ଏବଂ ଆପଣ ଉପସ୍ଥିତ ରହି ସେହି କାର୍ଯ୍ୟକ୍ରମଗୁଡ଼ିକର ଶୋଭା ବଢ଼ାଇଛନ୍ତି

ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ନିମନ୍ତେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରାଯାଉଛି ବିକାଶର ଅନେକ କାର୍ଯ୍ୟ ଫଳକରେ ମଧ୍ୟ ଆପଣଙ୍କ ନାଁ ରହିଛି

ଯଦି ଶାରୀରିକ ଭାବେ ଆପଣଙ୍କୁ କୌଣସି ଅସୁବିଧା ଥାଏ ତେବେ ଆପଣଙ୍କ ଉପସ୍ଥିତିକୁ ବେଶ୍ ମହତ୍ତ୍ୱ ମିଳିବ

SR


(रिलीज़ आईडी: 1943170) आगंतुक पटल : 123
इस विज्ञप्ति को इन भाषाओं में पढ़ें: Punjabi , Bengali , English , Urdu , हिन्दी , Marathi , Manipuri , Assamese , Gujarati , Tamil , Telugu , Kannada , Malayalam