ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗାୟକ ମୁକେଶଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Posted On:
22 JUL 2023 7:45PM by PIB Bhubaneshwar
ଭାରତୀୟ ସଙ୍ଗୀତରେ ଅଲିଭା ଛାପ ପାଇଁ ଗାୟକ ମୁକେଶଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସଙ୍ଗୀତର ଉସ୍ତାଦ ମୁକେଶଙ୍କ ଆଜି ଜନ୍ମବାର୍ଷିକୀ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ସ୍ୱର ସଙ୍ଗୀତର ଉସ୍ତାଦ ମୁକେଶଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀରେ ସ୍ମରଣ କରୁଛୁ । ତାଙ୍କ କାଳଜୟୀ ଗୀତଗୁଡ଼ିକ ବିଭିନ୍ନ ଭାବନା ଉଦ୍ରେକ କରେ ଏବଂ ଭାରତୀୟ ସଙ୍ଗୀତରେ ଏକ ଅଲିଭା ଛାପ । ତାଙ୍କ ସ୍ୱର୍ଣ୍ଣିମ ସ୍ୱର ଏବଂ ହୃଦୟକୁ ଛୁଇଁଯାଉଥିବା ସଙ୍ଗୀତ ପିଢ଼ି ପରେ ପିଢ଼ିକୁ ଆକର୍ଷିତ କରି ରଖିବ ।’
SR
(Release ID: 1941792)
Visitor Counter : 114
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam