ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁଦ୍ଧାର ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JUL 2023 2:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ଶତାବ୍ଦୀ ପୁରୁଣାନାମଡାଶିଳ୍ପର ପୁନରୁଦ୍ଧାର ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

କାଶ୍ମୀରର ଶତାବ୍ଦୀ ପୁରୁଣାନାମଡାଶିଳ୍ପର ପୁନରୁତ୍ଥାନ ହେଉଥିବା ଜାଣି ଖୁସି ଏବଂ ଏହା ଏବେ ଦୀର୍ଘବର୍ଷ ପରେ ବିଶ୍ୱ ସମ୍ମୁଖକୁ ଆସୁଛି! ଏହା ଆମ କାରିଗରମାନଙ୍କ ଦକ୍ଷତା ଏବଂ କୌଶଳର ପ୍ରମାଣ ଆମ ସମୃଦ୍ଧ ଐତିହ୍ୟ ପାଇଁ ଏହା ଏକ ବଡ଼ ଖବର

SR


(ରିଲିଜ ଆଡି: 1940149) ପରିଦର୍ଶକ କାଉଣ୍ଟର : 167