ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2023 2:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଆମ ଅସାଧାରଣ କବାଡି ଦଳକୁ ଶୁଭେଚ୍ଛା ! ନିଜ ନିଆରା ପ୍ରଦର୍ଶନ ଓ ଉଲ୍ଲେଖନୀୟ ଦଳଗତ ପ୍ରୟାସ ମାଧ୍ୟମରେ ସେମାନେ ପ୍ରକୃତ କ୍ରୀଡା ଭାବନା ପ୍ରଦର୍ଶିତ କରିଛନ୍ତି । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ।” 

SR


(ରିଲିଜ ଆଡି: 1936793) ପରିଦର୍ଶକ କାଉଣ୍ଟର : 155