ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଦ୍-ଉଲ୍-ଅଦା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 JUN 2023 2:59PM by PIB Bhubaneshwar

ଇଦ୍‌-ଉଲ୍‌-ଅଦା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଇଦ୍‌-ଉଲ୍‌-ଅଦା ପାଇଁ ଶୁଭେଚ୍ଛା ଏହି ଦିନ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ଆଣୁ ଆମ ସମାଜରେ ଏହା ଏକତା ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖୁ ଇଦ୍  ମୁବାରକ୍‌!’

SR


(ରିଲିଜ ଆଡି: 1936230) ପରିଦର୍ଶକ କାଉଣ୍ଟର : 194