ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବର୍ଲିନ ଠାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ୍ସ ଗ୍ରୀଷ୍ମକାଳୀନ କ୍ରୀଡାରେ ପ୍ରଦର୍ଶନ ପାଇଁ କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 28 JUN 2023 9:38AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବର୍ଲିନ ଠାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ୍ସ ଗ୍ରୀଷ୍ମକାଳୀନ କ୍ରୀଡାରେ ଭାରତର ପ୍ରତିନିଧିତ୍ୱ କରିଥିବା ଏବଂ ୭୬ଟି ସ୍ୱର୍ଣ୍ଣପଦକ ସହ ୨୦୨ଟି ପଦକ ଜିତିଥିବା କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବର୍ଲିନ ଠାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ୍ସ ଗ୍ରୀଷ୍ମକାଳୀନ କ୍ରୀଡାରେ ଭାରତର ପ୍ରତିନିଧିତ୍ୱ କରିଥିବା ଏବଂ ୭୬ଟି ସ୍ୱର୍ଣ୍ଣପଦକ ସହ ୨୦୨ଟି ପଦକ ଜିତିଥିବା ଅସାଧାରଣ କ୍ରୀଡାବିତମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ସାଫଲ୍ୟରେ ଦଳଗତ ଭାବନାକୁ ଆମେ ସ୍ୱାଗତ କରୁଛୁ ଓ ଏହି ଅସାଧାରଣ କ୍ରୀଡାବିତମାନଙ୍କ ଅଧ୍ୟବସାୟକୁ ସାଧୁବାଦ ଜଣାଉଛୁ ।”

 

SR



(Release ID: 1936088) Visitor Counter : 92