ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଜିପ୍ଟ ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ଶ୍ରୀ ତରେକ ହେଗିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 JUN 2023 5:20AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ପ୍ରଖ୍ୟାତ ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ଶ୍ରୀ ତରେକ ହେଗିଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି ।
ବୈଶ୍ୱିକ ଭୂରାଜନୀତି, ଶକ୍ତି ନିରାପତ୍ତା, କଠୋରବାଦ, ଲିଙ୍ଗଗତ ସମାନତା ଆଦି ପ୍ରସଙ୍ଗରେ ଉଭୟେ ଆଲୋଚନା କରିଥିଲେ ।
SR
(ରିଲିଜ ଆଡି: 1935172)
ପରିଦର୍ଶକ କାଉଣ୍ଟର : 137
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam