ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଜିପ୍ଟର ବିଶିଷ୍ଟ ଯୋଗ ପ୍ରଶିକ୍ଷିକା ରେମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 JUN 2023 5:21AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ଦୁଇ ବିଶିଷ୍ଟ ଯୁବ ଯୋଗ ପ୍ରଶିକ୍ଷିକା ରମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି ।
ଯୋଗ ପ୍ରତି ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ଉଭୟଙ୍କୁ ଭାରତ ଗସ୍ତ କରିବାକୁ ପ୍ରୋତ୍ସାହିତ କରିଥିଲେ । ଇଜିପ୍ଟରେ ଯୋଗ ପାଇଁ ବଢ଼ୁଥିବା ଉତ୍ସାହ ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ।
SR
(ରିଲିଜ ଆଡି: 1935171)
ପରିଦର୍ଶକ କାଉଣ୍ଟର : 152
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam