ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ସୁରଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2023 10:25AM by PIB Bhubaneswar

ଗୋଟିଏ ସ୍ଥାନରେ ଏକସଙ୍ଗେ ସର୍ବାଧିକ ଲୋକ  ଯୋଗ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଥିବାରୁ ସୁରଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଗୁଜରାଟ ଗୃହମନ୍ତ୍ରୀ ଶ୍ରୀ ହର୍ଷ ସଂଘଭିଙ୍କ ଟୁଇଟର  ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ସୁରଟକୁ ଶୁଭେଚ୍ଛା! ଏକ ଉଲ୍ଲେଖନୀୟ ଉପଲବ୍ଧି

SR


(ରିଲିଜ ଆଡି: 1934334) ପରିଦର୍ଶକ କାଉଣ୍ଟର : 159