ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଳିତ ଜାତିସଂଘ ସାଧାରଣ ସଭା ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଶାନ୍ତି ରକ୍ଷାକାରୀ ଶହୀଦଙ୍କ ପାଇଁ ଏକ ନୂତନ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରିଛି
ପୋଷ୍ଟ କରାଯିବା ଦିନାଙ୍କ:
15 JUN 2023 9:24AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ସାଧାରଣ ସଭା ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତି ରକ୍ଷାକାରୀ ଶହୀଦଙ୍କ ପାଇଁ ଏକ ନୂତନ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଜାତିସଂଘର ସାଧାରଣ ସଭାରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତି ରକ୍ଷାକାରୀ ଶହୀଦଙ୍କ ପାଇଁ ଏକ ନୂତନ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପାଇଁ ସଂକଳ୍ପ ଗ୍ରହଣ କରାଯାଇଛି । ଏହି ସଙ୍କଳ୍ପ ରେକର୍ଡ ୧୯୦ ସହ-ପ୍ରାୟୋଜକ ସମର୍ଥନ ପାଇଲା । ସମର୍ଥନ ପାଇଁ ସମସ୍ତଙ୍କୁ କୃତଜ୍ଞତା ।”
HS
(ରିଲିଜ ଆଡି: 1932592)
ପରିଦର୍ଶକ କାଉଣ୍ଟର : 167
ଏହି ରିଲିଜ ପଢନ୍ତୁ :
English
,
Manipuri
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam