ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୫୧୪ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକର ସୁଦୃଢ଼ୀକରଣ ନିମନ୍ତେ ଆରବିଆଇର ନିର୍ଦ୍ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ପୋଷ୍ଟ କରାଯିବା ଦିନାଙ୍କ:
10 JUN 2023 4:02PM by PIB Bhubaneshwar
୧୫୧୪ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକର ସୁଦୃଢ଼ୀକରଣ ନିମନ୍ତେ ଆରବିଆଇର ନିର୍ଦ୍ଦେଶକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ସମବାୟ କ୍ଷେତ୍ର ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଅନେକ ଲୋକଙ୍କୁ ଏହା ସଶକ୍ତ କରିବ ।’
SR
(ରିଲିଜ ଆଡି: 1932534)
ପରିଦର୍ଶକ କାଉଣ୍ଟର : 157
ଏହି ରିଲିଜ ପଢନ୍ତୁ :
Marathi
,
Tamil
,
Kannada
,
Malayalam
,
Telugu
,
English
,
Urdu
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati