ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ୍ କି ବାତ୍‍ ପାଇଁ ମତାମତ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 13 JUN 2023 8:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଜୁନ୍ ୨୦୨୩ ରେ ହେବାକୁ ଥିବା ମନ୍ କି ବାତ୍କାର୍ଯ୍ୟକ୍ରମ ପାଇଁ ନାଗରିକଙ୍କ ଠାରୁ ମତାମତ ଆମନ୍ତ୍ରଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି:

ଏହି ମାସର  ମନ କି ବାତ୍କାର୍ଯ୍ୟକ୍ରମ ୧୮ ଜୁନ୍ ରବିବାର ଦିନ ପ୍ରସାରିତ ହେବ ଆପଣଙ୍କ ମତାମତ ଗ୍ରହଣ କରିବା ସର୍ବଦା ଆନନ୍ଦଦାୟକ ଅଟେ NaMo App, MyGov ରେ ଆପଣଙ୍କର ମତାମତ ସେୟାର କରନ୍ତୁ କିମ୍ବା ୧୮୦୦-୧୧-୭୮୦୦ ନମ୍ବରକୁ ଡାଏଲ୍ କରି ଆପଣଙ୍କ ବାର୍ତ୍ତା ରେକର୍ଡ କରନ୍ତୁ
https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-25th-june-2023/?target=inapp&type=group_issue&nid=340041"

HS



(Release ID: 1932202) Visitor Counter : 87