ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁବପୀଢିଙ୍କୁ ସଶକ୍ତ କରିବାରେ ରୋଜଗାର ମେଳାଗୁଡିକର ଭୂମିକା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହଙ୍କ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 13 JUN 2023 2:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଯୁବପୀଢିଙ୍କୁ ସଶକ୍ତ କରିବାରେ ରୋଜଗାର ମେଳାଗୁଡିକର ଭୂମିକା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହଙ୍କ ଆଲେଖ୍ୟ ଶେୟାର କରିଛନ୍ତି ।

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହଙ୍କ ଟ୍ୱିଟକୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି; 

“କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ବିସ୍ତୃତ ଭାବେ ଜଣାଇଛନ୍ତି କିପରି ରୋଜଗାର ମେଳାଗୁଡିକ ଯୁବପୀଢିଙ୍କ ସଶକ୍ତିକରଣ କରିବା ସହ ଜାତୀୟ ବିକାଶର ଅନୁପ୍ରେରକ ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଉଛି ।”  

SR



(Release ID: 1932127) Visitor Counter : 73