ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକଙ୍କ ମଧ୍ୟରେ ପଢିବା ପ୍ରତି ଭଲ ପାଇବା ଉଜାଗର କରିବା ପାଇଁ କବନ ରିଡ୍ସର ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
13 JUN 2023 11:12AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ମଧ୍ୟରେ ପଢିବା ପ୍ରତି ଭଲ ପାଇବା ଉଜାଗର କରିବା ପାଇଁ କବନ ରିଡ୍ସ (ଏକ ପଠନ ଗୋଷ୍ଠୀ)ର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଲୋକସଭା ସାଂସଦ ଶ୍ରୀ ପିସି ମୋହନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଠନ ଆନନ୍ଦ ବିତରଣ ପାଇଁ ଉଲ୍ଲେଖନୀୟ ଉଦ୍ୟମ ।”
SR
(रिलीज़ आईडी: 1931865)
आगंतुक पटल : 160
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam